ଶାଖା: ରୋମଶ, ଦୁଇ ପବ (Nodes) ମଧ୍ୟ ଭାଗ ଫମ୍ପା ଥାଏ ।
ପତ୍ର: ଅଭିମୁଖ, ନଟୁଆକାର (ଆୟତାକାର କିମ୍ବା ଅଭିନଟୁଆକାର), ୪-୯ ଇଞ୍ଚ ଲମ୍ବା,୪ଇଞ୍ଚ ଚଉଡ଼ା, ଉପର
ପାର୍ଶ୍ଵରେ ଖଦଡ଼ା ତଳ ଭାଗ ରୋମଶ l
ଓଡ଼ିଆ ଉଇକିପିଡ଼ିଆ
ଏକ ଖୋଲା ଜ୍ଞାନକୋଷ, ଯାହା ସଭିଙ୍କୁ ଲେଖିବା ଓ ବଦଳାଇବାର ସୁବିଧା ଦେଇଥାଏ ।
ଏଥିରେ ୧,୬୩୦ ଗୋଟି ଲେଖା ଅଛି ।
ଫଳ-ଗୋଲ, ରୋମଶ, କାଣ୍ଡ ଏବଂ ପତ୍ରହୀନ ଶାଖା ଗୁଡିକ ଉପରେ ମଞ୍ଜରୀସମୂହରେ ପେନ୍ଥା ପେନ୍ଥା ହୋଇ
ଲାଗିଥାଏ । ଏହା ପାଚିଲା ପରେ ହଳଦିଆ ରଙ୍ଗର ହୋଇଯାଏ । ଏହା ଶୀଘ୍ର ବଢ଼ିପାରୁଥିବା ଏକ ଗଛ ।
୨-୩ବର୍ଷ ମଧ୍ୟରେ ଏହା ଫଳିବା ଆରମ୍ଭ ହୋଇଯାଇ ଥାଏ । ଗ୍ରୀଷ୍ମରୁ ଶରତ ଋତୁ ଯାଏଁ ଫୁଲ ଆସିଥାଏ ।
ପତ୍ରାଧାର –ପାଞ୍ଚ ସିରାଯୁକ୍ତ ହୃଦୟାକାର କିମ୍ବା ଗୋଲାକାର ।
ଖୋଲା ଏଡ଼ିଟରବ୍ୟବହାର କରି ଲେଖାରେ ନୂଆ ଲିଙ୍କସବୁ ମିଶାଇ କରି ସାଇତି ରଖନ୍ତୁ । ଆପଣ ଇଂରାଜୀ
ଉଇକିପିଡ଼ିଆରେ ଥିବା ଲେଖାସବୁକୁ ଖୁବ ସହଜରେ ଓଡ଼ିଆରେ ଅନୁବାଦ ମଧ୍ୟ କରିପାରିବେ ।
ଏହି ଉଇକିପିଡ଼ିଆଟି ଓଡ଼ିଆରେ ଲେଖା ହୋଇଅଛି । ଏହା ୨୦୦୨ (୨୦୦୨)ରେ ଆରମ୍ଭ ହୋଇଥିଲା, ଏବେ ଏଥିରେ
୧,୬୩୦ ଗୋଟି ଲେଖା ଅଛି । ଆହୁରି ଗୁଡ଼ିଏ ଉଇକିପିଡ଼ିଆ ମିଳୁଅଛି; କେତୋଟି ବଡ଼ ବଡ଼ ଉଇକିପିଡ଼ିଆ ହେଲା:
ଏହି ପୃଷ୍ଠାଟି ୧୪ ଅଗଷ୍ଟ ୨୦୧୧ ତାରିଖ ୧୮:୩୬ ବେଳେ ବଦଳାଯାଇଥିଲା ।
ଏହି ଲେଖା କ୍ରିଏଟିଭ କମନ୍ସ ଆଟ୍ରିବୁସନ/ସେଆର ଏଲାଇକ ଲାଇସେନ୍ସରେ ରଖାଯାଇଛି; ଆହୁରି କିଛି ନୀତି ମଧ୍ୟ
ଥାଇପାରେ । ଅଧିକ ଜାଣିବା ପାଇଁ ବ୍ୟବହାର କରିବାର ନିୟମ ସବୁ ଦେଖନ୍ତୁ ।
